The Ultimate Managed Hosting Platform
ADVERTISEMENT

ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦ ଇୟର

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ଯଶପ୍ରିତ ବୁମରାହ ପୁଣି ଥରେ ବଡ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କୁ ଆଇସିସି ୨୦୨୪ର ବେଷ୍ଟ କ୍ରିକେଟର ଭାବେ ଚୟନ କରିଛି । ଭାରତୀୟ ଟିମ ଆଗାମୀ ମାସରେ ପାକିସ୍ତାନର ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବ । ଆଉ ଏହା ପୂର୍ବରୁ ଭାରତ ପାଇଁ ଆସିଛି ଭଲ ଖବର । ଯଶପ୍ରିତ ବୁମରାହ ୨୦୨୪ରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକା ଓ୍ବିକେଟ ହାସଲ କରିଥିଲେ । ସେ ୨୦୨୪ରେ ମୋଟ ୧୩ ଟେଷ୍ଟ ମ୍ୟାଚ ଖେଳିଥିଲେ, ଯେଉଁଥିରେ ୧୪.୯୨ ଆଭରେଜରେ ୭୧ ଓ୍ବିକେଟ ନେଇଥିଲେ । ସେହିପରି ବୁମରାହ ୩୨ ଓ୍ବିକେଟ ସହ ବର୍ଡର ଗାଭାସ୍କର ଟ୍ରଫିରେ ସବୁଠାରୁ ଅଧିକା ଓ୍ବିକେଟ ନେଇଥିବା ଖେଳାଳି ବିବେଚିତ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login