The Ultimate Managed Hosting Platform
ADVERTISEMENT

ମୋବାଇଲ ଚୋରି ; ବାପାପୁଅଙ୍କୁ ମାଡ

Facebook
Twitter
LinkedIn

ଭୁବନେଶ୍ୱର : ନୂଆଗାଁରେ ବାପାପୁଅଙ୍କୁ ନିସ୍ତୁକ ମାଡ । ମୋବାଇଲ ଚୋରି ଅଭିଯୋଗରେ ଆଣ୍ଠେଇ ଦେଇ ମାଡ । ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କଲା ଧଉଳି ପୋଲିସ । ନୁଆ ଗାଁ ପେଟ୍ରୋଲ ପମ୍ପ ଗଡାଣି ନିକଟରେ ଘଟିଛି ଘଟଣା । ପରିବା ମାର୍କେଟ ରେ ପରିବା କିଣିବା ବେଳେ । ଅଜିତ କୁମାର ରାୟଙ୍କ ପକେଟରୁ ମୋବାଇଲ ଝାମ୍ପୁଥିଲା ଲୁଟେରା । ଏପରିକି ମୋବାଇଲକୁ ଆଖି ପିଛୁଳାକେ ଜଣେ ପକେଟରୁ କାଢ଼ି ଅନ୍ୟ ସହଯୋଗୀ ହାତକୁ ଦେବା ବେଳେ । ଧରି ପକେଇଲେ ସ୍ଥାନୀୟ ଲୋକେ । ପରେ ଦୁଇ ଲୁଟେରା ଙ୍କୁ ଉତମ ମଧ୍ୟମ ଦେଇ କାବୁ କରିଥିଲେ । ଦଳପରେ ଦୁହିଁକୁ ପୋଲିସ ର ଜିମା ଦେଇଥିଲେ ଲୋକେ । ତେବେ ଲୁଟୃରା ଦୁହେଁ ଉଭୟ ବାପ ପୁଅ ବୋଲି ସୁଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login