The Ultimate Managed Hosting Platform
ADVERTISEMENT

ମୋଦିଙ୍କ ବିଜୟ ଭାଷଣ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଜୟ ପରେ ଦଳୀୟ କାର୍ଯକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମୋଦିଙ୍କ ସମ୍ବୋଧନ । ବିଜୟକୁ ଐତିହାସିକ ବିଜୟ କହିଲେ ମୋଦି । ଏ ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ । ତେଲେଙ୍ଗାନାରେ ମଧ୍ୟ ବିଜେପିକୁ ସମର୍ଥନ ମିଳିଛି ଦେଶରେ ୪ ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ । ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଓ ଗରିବଙ୍କ ବିକାଶ ଜରୁରୀ । ଯେତେବେଳେ ନାରୀ ଶକ୍ତି ସୁରକ୍ଷା ଦେବେ କେହି ରୋକିପାରିବେନି ।
ଆତ୍ମନିର୍ଭର ଭାରତର ସଂକଳ୍ପର ବିଜୟ। ଏହି ବିଜୟକୁ ପ୍ରତ୍ୟେକ ନାଗରିକ ନିଜ ସଫଳତା ବୋଲି ବିବେଚନା କରିଛନ୍ତି। ୨୦୪୭ରେ ଭାରତକୁ ବିକଶିତ ରାଷ୍ଚ୍ର ଭାବେ ଦେଖିବାକୁ ଚାହୁଁଥିବା ପ୍ରତ୍ୟେକ ନାଗରିକର ବିଜୟ ବୋଲି କହିଛନ୍ତି ମୋଦି। ଆଜିର ବିଜୟ ହାଟ୍ରିକ ୨୦୨୪ ହାଟ୍ରିକ ପାଇଁ ଗ୍ୟାରେଣ୍ଟି ଦେଉଛି। ନିଜ ସମ୍ବୋଧନ ବେଳରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି। ନଡ୍ଡାଙ୍କ ରଣନୀତି ଆଜି ସଫଳତା ପ୍ରଦାନ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login