The Ultimate Managed Hosting Platform
ADVERTISEMENT

ମୋ ଝିଅକୁ ନେଇ ରାଜନୀତି କରା ନଯାଉ- ସୈାମ୍ୟାଶ୍ରୀଙ୍କ ବାପା

Facebook
Twitter
LinkedIn

ଭୁବନେଶ୍ୱର : ମୋ ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ କଲେ ସୈାମ୍ୟାଶ୍ରୀଙ୍କ ବାପା ।ମୋ ଝିଅ ଚାଲି ଯାଇଛି , ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ । ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି , କିଛି ଦାବି ପୂରଣ କରିଛନ୍ତି । ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ମୋ ସହ ୧୦ ମିନିଟ ଆଲୋଚନା କରିଥିଲେ । ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ । ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢେଇ ଜାରି ରଖିବି କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login