The Ultimate Managed Hosting Platform
ADVERTISEMENT

ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ

Facebook
Twitter
LinkedIn

ବାରିପଦା : ମେଳା ବୁଲିବାକୁ ଆସିଥିବା ବେଳେ ନାବାଲକକୁ ଛୁରାମାଡ । ଭଞ୍ଜପୁର ରେଳ ଷ୍ଟେସନ ବାହାରେ ମରଣାନ୍ତକ ଆକ୍ରମଣ । ଯୋଗଧାତ୍ରୀ ମେଳା ବୁଲିବାକୁ ଆସିଥିବା ବେଳେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣ । ଛୁରାମାଡରେ ଗୁରୁତର ନାବାଳକ କଟକ ସ୍ଥାନାନ୍ତର ।ଆହତ ନାବାଳକ ହେଲେ ବାଙ୍ଗିରିପୋଷି ଥାନାପଣସାଧିଆ ଗାଁର ଆକାଶ ନାୟକ । ଗତକାଲି ରାତିରେ ସେ ବାରିପଦା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଆସିଥିଲେ। ସେଠାରେ ଅନ୍ୟ ଦୁଇଜଣଙ୍କ ସହ ଝଗଡା ହୋଇଥିଲା । ପରେ ବାଙ୍ଗିରିପୋଷି ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକାଶକୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲା ମୟୂରଭଞ୍ଜ ଜିଆରପି । ପରେ କଟକ ସ୍ଥାନାନ୍ତର କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login