The Ultimate Managed Hosting Platform
ADVERTISEMENT

ମେଡିକାଲର ପାଇଖାନାରେ ପ୍ରସବ

Facebook
Twitter
LinkedIn

ବଲାଙ୍ଗିର : ମେଡିକାଲର ପାଇଖାନାରେ ପ୍ରସବ କରି ମହିଳା ଛୁ । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପାଇଖାନାରେ ପ୍ରସବ । ମେଡିକାଲର ମେଡିସିନ ବିଭାଗ ମହିଳା ୱାର୍ଡର ପାଇଖାନାରେ ପ୍ରସବ । ୱାର୍ଡର ଅନ୍ୟ ରୋଗୀଙ୍କ ଠାରୁ ସୂଚନା ପାଇ ଶିଶୁକନ୍ୟାକୁ ଉଦ୍ଧାର । ନବଜାତ ଶିଶୁକନ୍ୟା ଏବେ ଆଇସିୟୁରେ ଚିକିତ୍ସାଧୀନ । କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଜଣାପଡିନାହିଁ ।ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଦିନେ କିମ୍ବା ଦୁଇଦିନ ତଳେ ଶିଶୁଟି ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login