ଭୁବନେଶ୍ୱର : ଭୁବନେଶ୍ୱରରେ ମେଟ୍ରୋ ରେଳ ସେବାକୁ ଅନୁମୋଦନ ପରେ ଧନ୍ୟବାଦ ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ଗତ ବର୍ଷ ସେପ୍ଟେମ୍ବରରେ ଚିଠି ଲେଖିଥିଲେ । ଅକ୍ଟୋବର ୨୦୨୨ରେ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ସାକ୍ଷାତ କରିଥିଲେ । ମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ ଅପରାଜିତା ।
Had written a letter to the State Govt, Odisha,on 26-9-2022, for taking steps for starting Metro Rail Project in Bhubaneswar. Had also written to the Minister, GoI, @HardeepSPuri. Was closely following it up.
— Aparajita Sarangi, Member of Parliament (@AprajitaSarangi) April 1, 2023
Approved now.
Congratulations to the people of Bhubaneswar.
Grateful. pic.twitter.com/xhZS1n6KIJ
Views: 97