The Ultimate Managed Hosting Platform
ADVERTISEMENT

ମୂଷଳ ବର୍ଷାରେ ଚେନ୍ନାଇ ଜଳାର୍ଣ୍ଣବ

Facebook
Twitter
LinkedIn

ଚେନ୍ନାଇ : ଚେନ୍ନାଇରେ କାଲିଠୁ ଲାଗି ରହିଛି ପ୍ରବଳ ବର୍ଷା । ଏ ନେଇ ଆଲର୍ଟ କଲା ଆଇଏମଡି । ତାମିଲନାଡୁ ଓ ପୁଡୁଚେରୀର ବିଭଇନ୍ନ ସ୍ଥାନରେ ମୂଷଳ ବର୍ଷା ଜାରି । ତଳିଆ ଅଞ୍ଚଳ ଜଳମଗ୍ନ, ଟ୍ରାଫିକ ସମସ୍ୟା ଯୋଗୁଁ ଯାତାୟତ ପ୍ରଭାବିତ । ଚେନ୍ନାଇରେ ଆଜି ବି ସବୁ ସ୍କୁଲକୁ ଛୁଟି ଘୋଷଣା କଲେ ସରକାର । ଆଜିର ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ ରଖିଲା ମାଡ୍ରାସ ବିଶ୍ୱବିଦ୍ୟାଳୟ । ଡିସେମ୍ବର ୨ ଓ ୩ ତାରିଖକୁ ତାମିଲନାଡୁ ପୁଡୁଚେରୀ, କରାଇକାଲକୁ ଅରେଞ୍ଜ ଆଲର୍ଟ ଘୋଷଣା କରିଛି ଆଇଏମଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login