The Ultimate Managed Hosting Platform
ADVERTISEMENT

ମୁରଲୀଧରଙ୍କୁ ବରିଷ୍ଠ ଓକିଲ ମାନ୍ୟତା

Facebook
Twitter
LinkedIn

ନୂଆଦିଲ୍ଲୀ : ଜଷ୍ଟିସ ଏସ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା । ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ସୁପ୍ରିମକୋର୍ଟ । ଏ ନେଇ ବସିଥିବା ଫୁଲକୋର୍ଟ ମିଟିରେ ମାନ୍ୟତା ଦେବାକୁ ନିଷ୍ପତ୍ତି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଅବସର ନେଇଛନ୍ତି ମୁରଲୀଧର । ୨୦୨୧ ଜାନୁଆରୀରୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login