The Ultimate Managed Hosting Platform
ADVERTISEMENT

ମୁନାୱର ଫାରୁକିଙ୍କୁ ଉଠାଇନେଲା ପୋଲିସ, ରେଡ୍ ବେଳେ ଧରାପଡିଲେ

Facebook
Twitter
LinkedIn

ନୂଆଦିଲ୍ଲୀ : ଅଧରାତିରେ ମୁନାୱର ଫାରୁକିଙ୍କୁ ଉଠାଇନେଲା ପୋଲିସ । ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ବିଗ୍ ବସ୍ ଓ ଲକ୍ ଅପ୍ ଭଳି ପ୍ରସିଦ୍ଧ ରିଆଲିଟି ଶୋ’ର ବିଜେତା ମୁନାୱର ଫାରୁକିଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସ ଅଟକ ରଖିଛି। ବାସ୍ତବରେ ଏଠାରେ ଫୋର୍ଟ ଅଞ୍ଚଳରେ ଥିବା ଏକ ହୁକ୍କା ପାର୍ଲର ଉପରେ ପୁଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ପୁଲିସ ମୁନାୱର ଫାରୁକିଙ୍କ ସମେତ ୧୪ ଜଣଙ୍କୁ ଧରିଥିଲା। ତେବେ ଏହା ଜାମିନଯୋଗ୍ୟ ଅପରାଧ ହୋଇଥିବାରୁ ପୁଲିସ ପଚରାଉଚରା କରିବା ପରେ ମୁନାୱର ଫାରୁକିଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି । ମୁମ୍ବାଇ ପୁଲିସ ଏବେ ପୂରା ମାମଲାର ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login