The Ultimate Managed Hosting Platform
ADVERTISEMENT

ମୁଣ୍ଡଳିରେ ପହଁଚିଲା ହୀରାକୁଦ ପାଣି ; ମହାନଦୀ ଓ ଶାଖା ନଦୀର ଜଳସ୍ତର ବୃଦ୍ଧି

Facebook
Twitter
LinkedIn

ଭୁବନେଶ୍ୱର : ମହାନଦୀ ଦେଇ ମୁଣ୍ଡଳୀରେ ପହଁଚିଲା ହୀରାକୁଦ ବନ୍ୟା ଜଳ । ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୬୪ ହଜାର ୮୫ କ୍ୟୁସେକ ଜଳ ପ୍ରବାହିତ । ମହାନଦୀ ଓ ଶାଖା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ତଳିଆ ଅଂଚଳର ଲୋକେ ସତର୍କ ରହିବାକୁ ନିଦେ୍ର୍ଦଶ ।
ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି । ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୩୦ ହଜାର ୬୩୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ୟ ଲାଗିଛି । ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୫.୭୦ ଫୁଟ ଜଳସ୍ତର ରହିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।...

ADVERTISEMENT

Login