The Ultimate Managed Hosting Platform
ADVERTISEMENT

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଲେ ଜଗତସିଂହପୁର ଜିଲ୍ଲା ଶାଖାର ଓଡିଶା ମୋଟର ଚାଳକ ସଂଘ

Facebook
Twitter
LinkedIn

ଜଗତସିଂହପୁର : ଡ଼୍ରାଇଭର ଭାଇଙ୍କର ଦୁରହେଲା ଚିନ୍ତା। କଥା ଦେଇ ନବୀନ ରଖିଲେ କଥା।ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ,ବିକ୍ଷୋଭ ସହିତ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଥିଲା।ସରକାରଙ୍କ ସହିତ ଆଲୋଚନା ପରେ ଡ୍ରାଇଭର ମାନେ ଆନ୍ଦୋଳନ ରୁ ଓହରି ଯାଇଥିଲେ।ଡ୍ରାଇଭର ମାନଙ୍କ ଦାବି ଉପରେ ତର୍ଜମା କରିବା ପରେ ସରକାର ଆଂଶିକ ଭାବରେ ଡ୍ରାଇଭର ମାନଙ୍କ ଦାବି ପୂରଣ କରିଥିବାରୁ ଡ୍ରାଇଭର ମାନେ ବେଶ୍ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ଜଗତସିଂହପୁର ବସଷ୍ଟାଣ୍ଡ ନିକଟରେ ଆୟୋଜିତ ଧନ୍ୟବାଦ୍ ସଭାରେ ଜିଲ୍ଲା ସଂଘ ସଭାପତି ଅରୁଣ କୁମାର ମହାନ୍ତି,ଉପଦେଷ୍ଠା ପିନାକୀ ମହାନ୍ତି,ଦୀପକ ମହାନ୍ତି,ସୂର୍ୟ୍ୟନାରାୟଣ ମହାନ୍ତିଙ୍କୁ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login