ଭୁବନେଶ୍ୱର : କାଲିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ଜଣାଇଲେ । ଟେକା ପଥର , ଅଣ୍ଡା, କଳାପତାକା ଧରିଥିବା ମହିଳାଙ୍କ ଫଟୋ ପୋଷ୍ଟ କଲେ । ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି । ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ , ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି । ଏହା କଣ ପ୍ରକୃତ ମିଶନଶକ୍ତି କି ବୋଲି ପ୍ରଶ୍ନ ପଚାରିଲେ ଅପରାଜିତା । ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ । କାଲି ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛଳରେ ବିରୋଧ କରିଥିଲେ ବିଜେଡି କର୍ମୀ ।
Views: 99











