ଭୁବନେଶ୍ୱର : ମହିଳା ସଶକ୍ତୀକରଣ ପ୍ରସଙ୍ଗ ଉଠାଇ ବିଜେଡିକୁ ବିଜେପିର ଟାର୍ଗେଟ । ବିଜେଡି ୩ ନେତାଙ୍କ ନାଁ ନେଇ ଘେରିଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ । ମହିଳା ଶସକ୍ତୀକରଣ କଥା କହୁଛନ୍ତି , ମାତ୍ର ନ୍ୟାୟ ଦେବାରେ ବିଫଳ । ବିଧାୟକ ଶଶିଭୂଷଣଙ୍କ ବୋହୂ ନିଯ ର୍୍ୟାତନ ଅଭି ଯୋଗ ଆଣିଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ । ବିଧାୟକ ବିଜୟଶଙ୍କରଙ୍କ ନାଁରେ ବାନ୍ଧବୀଙ୍କ ଯୈ÷ାନ ନିର୍ଯ୍ୟାତନା ଅଭିଯୋଗ । ମୁଖ୍ୟମନ୍ତ୍ରୀ ଏ ବାବଦରେ ଜାଣିଛନ୍ତି ତ , ତା ହେଲେ ଚୁପ କାହିଁକିଁ ।
Views: 73