ଭୁବନେଶ୍ୱର : ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ମୁଁ ଚିଟଫଣ୍ଡର ଶିକାର ହୋଇଛି । ୧୯୯୦ ଓ ୨୦୦୨ ରେ ଠକେଇର ଶିକାର ହୋଇଥିଲି । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ ବୋଲି ମୁଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମ ରେ କହିଛନ୍ତି । ପଇସା ଯୋଗାଡ଼ କରି ଦେଇଥିଲି , ହେଲେ ପରେ ଦେଖିଲି ସେ ସଂସ୍ଥା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି । ରାସ୍ତା ଏତେ ଜଟିଳ ଥିଲା ଯେ , ପଇସା ମିଳିଲା ନାହିଁ । ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ମୋଦିଙ୍କ ଦିଗ ଦର୍ଶନରେ ଏହି ସବୁ ଗଳାବାଟ ବନ୍ଦ ହୋଇଛି ।
Views: 41