The Ultimate Managed Hosting Platform
ADVERTISEMENT

ମିଆଁମାରରେ ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାରରେ ଭୂକମ୍ପର ଝଟକା ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ମାଟି ତଳୁ ୧୦ କିଲୋମିଟର ରହିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୦ ଥିଲା । ଯାହା ଫଳରେ ଘରୁ ସମସ୍ତେ ବାହାରି ଆସିଥିଲେ । ଏଥିରେ କାହାରି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳୁଛି । ସୂଚନାନୁଯାୟୀ, ଭାରତୀୟ ସମୟାନୁସାରେ ମିଆଁମାରରେ ଆଜି ଅଧ ରାତି ଅର୍ଥାତ୍ ୧୨.୨୮ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାପରେ ଲୋକମାନେ ଭୟଭୀତ ହୋଇପଡିଥିଲେ । ଏହା ସହିତ ମଧ୍ୟ ସତର୍କ ଏବଂ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login