ନୂଆଦିଲ୍ଲୀ : ମିଆଁମାର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୭୦୦କୁ ବୃଦ୍ଧି । ଧ୍ୱଂସାବଶେଷ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାକାରୀ ଦଳ । ବିଭିନ୍ନ ଦେଶରୁ ଆସି ପହଞ୍ଚୁଥିବା ରେସକ୍ୟୁ ଟିମ୍ ଉଦ୍ଧାରକାର୍ୟ୍ୟରେ ଲାଗିଛନ୍ତି । ପାଖାପାଖି ୪,୦୦୦ ଆହତଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଉଦ୍ଧାର କାମରେ ପ୍ରମୁଖ ବାଧକ ସାଜିଛି ବାରମ୍ବାର ଭୂକମ୍ପ ଝଟକା । ଅନ୍ୟପଟେ ଭୟାବହ ଭୂମିକମ୍ପରୁ ବର୍ତ୍ତି ଯାଇଥିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି ଆଶ୍ରୟ ସ୍ଥଳ, ଖାଦ୍ୟ ଓ ପାନୀୟ । ଏଥିପାଇଁ ବାଧକ ସାଜିଛି ଗମନାଗମନ ଓ ଯୋଗାଯୋଗ ସମସ୍ୟା । ଭୂମିକମ୍ପ ଯୋଗୁଁ ପାଣି ପାଇପ ଫାଟି ଯାଇଥିବା ବେଳେ ଇଣ୍ଟରନେଟ ଓ ଟେଲିଫୋନ ସେବା ମଧ୍ୟ ବ୍ୟାହତ ହୋଇଛି । ଉଦ୍ଧାର ହେଉଥିବା ଲୋକଙ୍କୁ ଡାକ୍ତରଖାନା, ମେଡିସିନ ଭଳି ସୁବିଧା ମିଳି ପାରୁନାହିଁ । ମିଆଁମାରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ପଡିଥିବାରୁ ଆହତମାନଙ୍କୁ ଡାକ୍ତରୀ ସୁବିଧା ପ୍ରଦାନରେ ସମସ୍ୟା ହେଉଛି । ମିଆଁମାରରେ ଉଦ୍ଧାର କାର୍ୟ୍ୟ ପାଇଁ ଭାରତ ସରକାର ଖାଦ୍ୟ ସାମଗ୍ରୀ ସହ ରେସକ୍ୟୁ ଟିମ ପଠାଇଛନ୍ତି ।
ମିଆଁମାର ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୭୦୦କୁ ବୃଦ୍ଧି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







