The Ultimate Managed Hosting Platform
ADVERTISEMENT

ମାଲକାନଗିରିରେ ଚାଲିଲା ଇଣ୍ଟରନେଟ

Facebook
Twitter
LinkedIn

ମାଲକାନଗିରି : ମାଲକାନଗିରିରେ ସ୍ୱାଭାବିକ ହେଲା ଇଣ୍ଟରନେଟ । ହିଂସାର ୮ ଦିନ ପରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଗତ ସୋମବାର ସନ୍ଧ୍ୟାରୁ କଟକଣା ଲାଗୁ ହୋଇଥିଲା । ପର୍ଯ୍ୟାୟ କ୍ରମେ କଟକଣା ୬ ଥର ବୃଦ୍ଧି ହୋଇଥିଲା । ଆଜି ଦିନ ୧୨ଟା ଯାଏଁ ଥିଲା କଟକଣା , ପ୍ରଶାସନ ଆଉ ବୃଦ୍ଧି କଲାନି । ଏମଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହିଂସା ଦେଖା ଦେଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login