The Ultimate Managed Hosting Platform
ADVERTISEMENT

ମାରିଲା ଦନ୍ତା, ମାଡ ଖାଇଲେ ବନ କର୍ମଚାରୀ

Facebook
Twitter
LinkedIn

ବଣାଇ : ହାତୀ ଆକ୍ରମଣରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ବଣାଇ ରେଂଜ ଜକେଇକଳା ପଞ୍ଚାୟତ ସାହିରେ ହାତୀ ଆତଙ୍କ । ଘରୁ ବାହାରୁଥିବା ବେଳେ କଚାଡି ମାରିଲା ଦନ୍ତା । ମୃତକ ହେଲେ ଗାଁର ଧରଣୀଧର ପାତ୍ର । କ୍ଷତିପୂରଣ ଦାବିରେ ମେଡିକାଲ ପରିସରରେ ଗ୍ରାମବାସୀଙ୍କ ହୋହଲ୍ଲା । ଠେଲାପେଲା ସହ ବନକର୍ମଚାରୀଙ୍କୁ ମାଡ ମାରିଲେ ଲୋକେ । ଡିଏଫଓଙ୍କ ସରକାରୀ ବାସଭବନ ଘେରିଲେ ଉତ୍ତ୍ୟକ୍ତ ମହିଳା । ତେବେ ଗତ ୧୫ ଦିନ ମଧ୍ୟରେ ବଣାଇ ଡିଭିଜନର ୩ଟି ରେଞ୍ଜରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଜଣେ ଗୁରୁତର ଏବେବି ଚିକିତ୍ସୀଧୀନ ରହିଛନ୍ତି । ବହୁ ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ କରୁଛି ଦନ୍ତା । ବାରମ୍ବାର ହାତୀ ଉଫଦ୍ରବ ନଷ୍ଟ କରୁଥିବା ଅଭିଯୋଗରେ ତାତିଛନ୍ତି ଗ୍ରାମବାସୀ । ବଣାଇ ସରକାରୀ ବାସଭବନକୁ ଘେରିଛନ୍ତି ଗ୍ରାମବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login