The Ultimate Managed Hosting Platform
ADVERTISEMENT

ମାଓବାଦୀଙ୍କ ଟାର୍ଗେଟରୁ ଅଳ୍ପକେ ବର୍ତିଲେ ବିଏସଏଫ ଯବାନ

Facebook
Twitter
LinkedIn

କୋରାପୁଟ : ଟାର୍ଗେଟରୁ ଅଳ୍ପକେ ବର୍ତିଲେ ବିଏସଏଫ ଯବାନ। ୧୫୧ ବାଟାଲିୟନ ବିଏସଏଫ ଦ୍ୱାରା ଆଇଡି ବମ ଠାବ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲକାନଗିରି ୩୨୬ନଂ ଜାତୀୟ ରାଜପଥ ରାସ୍ତାର ମନ୍ତ୍ରୀଆମ୍ବ -ଗୋବିନ୍ଦପାଲି ଘାଟ ରାସ୍ତା ମଧ୍ୟରେ ଠାବ ହୋଇଛି ।

ସୂଚନା ଅନୁଯାୟୀ, ଯବାନମାନେ ଜଙ୍ଗଲକୁ କମ୍ବିଂ ଅପରେସନ ଲାଗି ଯାଉଥିଲେ । ଏହାପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ପକ୍ଷରୁ ଆଇଡି ବୋମା ପୋତାଯାଇଥିଲା । କିନ୍ତୁ ସନ୍ଧାନୀ କୁକୁର ସବୁ ପ୍ଲାନକୁ ଫେଲ୍ କରିଦେଇଛି । ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନଷ୍ଟ କରିଛନ୍ତି । ଯାହାଫଳରେ ବିଏସ୍‌ଏଫ୍ ଯବାନ ଏକ ବଡ଼ଧରଣରୁ ଅଘଟଣରୁ ବର୍ତ୍ତିଯାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login