The Ultimate Managed Hosting Platform
ADVERTISEMENT

ମହୁଆଙ୍କୁ ଅଯୋଗ୍ୟ ସୁପାରିଶ!

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲା । ମହୁଆ ମୈତ୍ରୀଙ୍କୁ ଅଯୋଗ୍ୟ ସୁପାରିଶ ସୁଚନା । ଲୋକସଭାରେ ଏଥିକ୍ସ କିମଟି ପକ୍ଷରୁ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ । ଏ ନେଇ କମିଟିର ସଦସ୍ୟଙ୍କୁ ମିଳିଥିବା ୫ ଶହ ପୃଷ୍ଠାର ରିପୋର୍ଟରେ ଉଲ୍ଲେଖ । ଆଜି ବସିଥିବା ବୈଠକରେ ବିଦ୍ଧିବଦ୍ଧ ସୂଚନା ଜାରି ହୋଇପାରେ । ବନ୍ଧୁ ବ୍ୟବସାୟୀଙ୍କୁ ସଂସଦର ଲଗ୍ ଇନ ପାସୱାର୍ଡ ଦେବା ଅଭିଯୋଗ ରହିଛି । ଯାହା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିପାରେ। ତେଣୁ ଏଥିକ୍ସ କମିଟି ଏହାକୁ ଗୁରୁତ୍ୱର ସହ ନେଇ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଛି। ପ୍ରଶ୍ନ ପଚାରିବା ବଦଳରେ ଲାଞ୍ଚ ନେବା ଅଭିଯୋଗ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗତକାଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଥିଲେ ଯେ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login