ଉମରକୋଟ : ବିଲରେ ମହିଳାଙ୍କୁ ଦଳିଦେଲା ହାତୀ । କୁନେ୍ଦଇ ଥାନା ଖୁଡୁକୁ ଗାଁ ନିକଟ ବିଲରେ ମହିଳାଙ୍କୁ ଦଳିଦେଲା ହାତୀ । ରାତିରେ ମକାବିଲ ଜଗିଥିବା ବେଳେ ହାତୀର ଆକ୍ରମଣ । ଏବେ ହାତୀ ମାନଙ୍କର ଉପଦ୍ରବ ପାଇଁ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ହାତୀ ମଣିଷର ଲଢେଇରେ କେତେବେଳ ମଣିଷ ବଳି ପଡୁଛି ତ ହାତୀ ।
Views: 76