The Ultimate Managed Hosting Platform
ADVERTISEMENT

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Facebook
Twitter
LinkedIn

ଭୁବନେଶ୍ୱର : ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ରୋଡ ଚିନ୍ତାମଣିଶ୍ୱର ଜେନା କଲୋନୀରୁ ମୃତଦେହ ଉଦ୍ଧାର । ବେକରେ ଶାଢୀ ଲଗାଇ ମହିଳା ଆତ୍ମହତ୍ୟା କରିଥିବା ସୂଚନା । ମୃତ ମହିଳାଙ୍କ ନାଁ ଜେ. କେ. ମିଲନ୍ । ତାଙ୍କ ବୟସ ପାଖାପାଖି ୪୦ ବର୍ଷ । ମହିଳାଙ୍କର ୨ଟି ଛୋଟ ଛୁଆ ରହିଛନ୍ତି । ଗ୍ରୁପ ଲୋନ ସୁଝି ମ ପାରି ମହିଳା ଆତ୍ମହତ୍ୟା କରିଥିବା ସନେ୍ଦହ । ଏସଏଚଜି ଗ୍ରୁପ ପଇସା ସୁଝି ନପାରିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବାର କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login