The Ultimate Managed Hosting Platform
ADVERTISEMENT

ମହାଳୟା ଅବସରରେ ମା ସମଲେଇଙ୍କ ଧବଳମୁଖୀ ବେଶ

Facebook
Twitter
LinkedIn

ସମ୍ବଲପୁର : ଆଜି ମା ସମଲେଇଙ୍କ ଧବଳମୁଖୀ ବେଶ । ସିନ୍ଦୁରବର୍ଣ୍ଣ ବଦଳରେ ଆଜି ଶ୍ୱେତ ବର୍ଣ୍ଣରେ ମା ସମଲେଇ । ହାକୁ ଗଙ୍ଗା ଦର୍ଶନ ବେଶ ତଥା ମା’ ସରସ୍ବତୀଙ୍କ ବେଶ କୁହାଯାଏ । ପବିତ୍ର ମହାଳୟା ଅବସରରେ ସ୍ୱତନ୍ତ୍ର ବେଶ ଓ ପୂଜାର୍ଚ୍ଚନା । ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ । ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ଧାଡିରେ ହଜାର ହଜାର ଶ୍ରଦ୍ଧାଳୁ । ର୍ଷକରେ ଥରେ ମା’ ଧବଳମୁଖୀ ବେଶରେ ଦର୍ଶନ ଦେଉଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି। ମାଆ ଏହି ରୂପରେ ଅଢ଼େଇ ଦିନ ଦର୍ଶନ ଦେବେ।ପୂଜକ ମାନେ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମାଆଙ୍କର ଆଳତି ସହ ପୂଜା କରୁଛନ୍ତି । ସକାଳ ୫ଟାରେ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହୋଇଛି। ଦିନ ୧୧ଟା ୪୫ରୁ ୧୨ଟା ୩୦ ଯାଏ ମଧ୍ୟରେ ଅନ୍ନ ଭୋଗ ଲାଗି ପାଇଁ ଦର୍ଶନ ବନ୍ଦ ରହିବ। ପୁଣି ସନ୍ଧ୍ୟା ୭ଟା ୪୫ରୁ ୮ଟା ୩୦ ଯାଏ ସନ୍ଧ୍ୟା ଆଳତି ପାଇଁ ଦର୍ଶନ ବନ୍ଦ ହେବ । ପରେ ରାତି ୧୦ଟା ୩୦ ଯାଏ ଦର୍ଶନ ଚାଲିବ। .

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login