The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନେ୍ଦଙ୍କ ଇସ୍ତଫା

Facebook
Twitter
LinkedIn

ମୁମ୍ବାଇ :ମହାରାଷ୍ଟ୍ରରେ କିଏ ହାତେଇବ ଗାଦି ? କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । କାହାକୁ ମିଳିବ ଆସନ ? କାହା ମୁଣ୍ଡରେ ହାତୀ ଢାଲିବ ସୁନା କଳସ ? ଆଜି ଏକନାଥ ସିନ୍ଦେ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଶେଷ ହୋଇଛି ମହାରଷ୍ଟ୍ରର ବର୍ତ୍ତମାନ ସରକାରର କାର୍ୟ୍ୟକାଳ । ଆଜି ନୂଆ ସରକାରଙ୍କ ସରୁଛି କାର୍ୟ୍ୟକାଳ , ଆଜି ଗଠନ ହେବା କଥା ନୁଆ ସରକାର କିନ୍ତୁ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ ଏପଟେ ଆଜି ସରକାର ଶେଷ ହେବା ପରେ ଏକନାଥ ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି । କିନ୍ତୁ କିଏ ହାତେଇବେ ମୁଖ୍ୟମନ୍ତ୍ରୀ ଗାଦି ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login