The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମହାପ୍ରଭୁଙ୍କୁ ଦାନ କଲେ ସୁନାର ହାର, ପୁଅ ପାଇଁ ରଖିଥିଲେ ମାନସିକ

Facebook
Twitter
LinkedIn

ପୁରୀ : ପୂରଣ ହେଲା ମାନସିକ । ମହାପ୍ରଭୁଙ୍କୁ ଦାନ କଲେ ସୁନାର ହାର । ଏପରି ଦେଖିବାକୁ ମିଳିଛି ଗୁଜୁରାଟ ରାଜକୋଟରେ । ଜଣେ ଭକ୍ତ ମହାପ୍ରଭୁଙ୍କୁ ଏପରି ଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର‌ ଓ ଦେବୀ ସୁଭଦ୍ରାଙ୍କ ପାଇଁ ସୁନା ହାର ପ୍ରଦାନ କରିଛନ୍ତି ଭକ୍ତ। ୫୧ ଗ୍ରାମ ସୁନାରେ ତିଆରି ପାନା ଓ ମୋତିଥିବା ସୁନାର ହାର ଶ୍ରୀମନ୍ଦିର ପ୍ରଶାସନିକ କାର‌୍ୟ୍ୟାଳୟରେ ପ୍ରଦାନ କରିଛନ୍ତି ଗୁଜୁରାଟ ରାଜକୋଟର ଜଣେ ଭକ୍ତ।‌ ସେ ପୁଅ ଓମକାର ପାଇଁ ରଖିଥିବା ମାନସିକ ପୂରଣ ହେବାରୁ । ମହାପ୍ରଭୁଙ୍କ ଆର୍ଶୀବାଦ ପାଇବା ପାଇଁ ସେ ଏହା ପ୍ରଦାନ କରିଛନ୍ତି।‌

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login