ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ କଂଗ୍ରେସର ପ୍ରତିକ୍ରିୟା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ମହାନଦୀ ସମସ୍ୟା ଏକ ଜଟିଳ ସମସ୍ୟା । ଏହା ଓଡିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ମହାନଦୀ ଶୁଖି ଯାଇଛି , ଓଡିଶାର କ୍ଷତି ହେଉଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଏଥିପାଇଁ ସମ୍ପୁର୍ଣ୍ଣ ଦାୟୀ । କେନ୍ଦ୍ର ସରକାର ଚାହିଁଥିଲେ ହସ୍ତ କ୍ଷେପ ଉପାୟ ବାହାର କରିପାରିଥାନ୍ତେ । କେନ୍ଦ୍ର ସରକାରଙ୍କ ସହ ନବୀନ ବାବୁ ମିଶିକି ଅଛନ୍ତି । ସଂସଦରେ ବିଜେଡି ସବୁଥିରେ ବିଜେପିକୁ ସପୋର୍ଟ କରୁଛି । କୋଉଠି ବିରୋଧ କରୁନି । ଠେି ଲୋକ ଦେଖାଣିଆ ଲଢେଇ ଚାଲିଛି ।
Views: 83