କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା। ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦେଇଥିବା ରାୟକୁ କାଏମ ରଖିଲେ ହାଇକୋର୍ଟ। ଭିଜିଲାନ୍ସ କୋର୍ଟରୁ ବାରବାଟୀ କଟକ ବିଧାୟକ ମୋକିମ ଦୋଷୀ ସାବ୍ୟସ୍ତ ହେବା ସହିତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥଲା। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।
Views: 93











