The Ultimate Managed Hosting Platform
ADVERTISEMENT

ମନ୍ମଥ ହେବେ ସୁରଙ୍କ ଉତ୍ତରାଧିକାରୀ,ଜଟଣୀରୁ ହେବେ ବିଧାୟକ ପ୍ରାର୍ଥୀ

Facebook
Twitter
LinkedIn

ଭୁବନେଶ୍ୱର : ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ । ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ମନ୍ମଥ ରାଉତରାୟ । ଘୋଷଣା କଲେ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ । ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁରଙ୍କ ପ୍ରତିକ୍ରିୟା । ଆଜିଠୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ ତମମାନଙ୍କ ପାଇଁ ଚାକିରି ଛାଡି ଆସିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login