ସମ୍ବଲପୁର : ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା । ମା ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ ସମୟରେ ସୂଚନା । ପାର୍ବଣ ପୂର୍ବରୁ ହେବନାହିଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ । ନୂଆପଡା ଉପନିର୍ବାଚନରେ ପଦ୍ମ ଫୁଟିବ ବୋଲି କହିଲେ ମନମୋହନ । ନୂଆପଡା ଉପନିର୍ବାଚନରେ ଚାଷୀଙ୍କୁ ବୋନସ ଓ ବିକାଶ ମୁଖ୍ୟ ପ୍ରସଙ୍ଗ ।
Views: 66











