ଆଠଗଡ: ଡାଳୁଅ ଜଙ୍ଗଲରେ ମଦ ମାଫିଆଙ୍କ ଦୈାରାତ୍ମ୍ୟ । ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ । ମାଫିଆଙ୍କ ଅତର୍କିତ ଆକ୍ରମଣରେ ୪ କର୍ମଚାରୀ ଆହତ । ମାଡ ମାରିବା ସହ ଅବକାରୀ ଗାଡି ଭାଙ୍ଗିଲେ ମଦ ମାଫିଆ । ଖୁଣ୍ଟୁଣି ଥାନା ଡାକୁଆ ଜଙ୍ଗଲରେ ରେଡ ବେଳେ ଆକ୍ରମଣ । ୩ଟି ଗାଡିକୁ ଭାଙ୍ଗିଲେ ମଦ ମାଫିଆ ।
Views: 74