The Ultimate Managed Hosting Platform
ADVERTISEMENT

ମଦ ଭାଟିରେ ବୁଲିଲା ବୁଲଡୋଜର

Facebook
Twitter
LinkedIn

ଆଠଗଡ : କୋରଙ୍ଗା ଗାଁରେ ମଦଭାଟି ଉପରେ ବୁଲିଲା ବୁଲଡୋଜର । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଅବକାରୀ ବିଭାଗର ବଡ ଘେରାଉ । ଆଠଗଡ଼ ଡିଏସପି,ଆଇଆଇସି, ଆଠଗଡ଼ ଅବକାରୀ ଉପ ଅଧୀକ୍ଷକଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ଥିଲେ । ଚଢାଉ ରହେବାରୁ ମଦ ମାଫିଆ ଭାଟି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login