ଭୁବନେଶ୍ୱର : ଓଡିଶାର ୪ ସଂସଦୀୟ କ୍ଷେତ୍ରରେ ମତଦାନ ନେଇ ସମୟ ନିର୍ଘଣ୍ଟ । ସବୁଠି ସକାଳ ୭ରୁ ଆରମ୍ଭ , ମାତ୍ର ମତଦାନ ଶେଷ ସମୟ ଭିନ୍ନ । କଳାହାଣ୍ଡି ନୂଆପଡାରେ ୩୯ ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ । କେଉଁ ମତଦାନ କେନ୍ଦ୍ରରେ କେତେବେଳ ଯାଏଁ ଭୋଟ୍ ଗ୍ରହଣ ହେବ, ସେଥିପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ନିର୍ବାଚନ କମିଶନ ।
କଳାହାଣ୍ଡି ନୂଆପଡ଼ାର ୩୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏର୍ ଭୋଟ୍ ଗ୍ରହଣ ହେବ । କଳାହାଣ୍ଡି ଖଡ଼ିଆଳର ୨୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଲାଞ୍ଜିଗଡ଼ର ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ଜୁନାଗଡ଼, ଧର୍ମଗଡ଼ ଓ ଭବାନୀପାଟଣାରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ୍ । ନର୍ଲାର ୧୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏର୍ ଭୋଟ୍ ଗ୍ରହଣ । ନବରଙ୍ଗପୁର ଉମରକୋଟର ୨୨ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଝରିଗାଁର ୨୬ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ । ନବରଙ୍ଗପୁର ୧୦ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ । ଡାବୁଗାଁର ୪ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ପର୍ୟ୍ୟନ୍ତ ଭୋଟ୍ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟା ୫ଟା ଯାଏଁ ମତଦାନ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀରେ ୭ଟାରୁ ୬ଟା ଯାଏଁ ମତଦାନ । କେବଳ ମୋହନାରେ ୭ଟାରୁ ୪ଟା ଯାଏଁ ଭୋଟ୍ ଗ୍ରହଣ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡିରେ ୭ଟାରୁ ୬ଟା ଯାଏଁ ଭୋଟ୍ । କୋରାପୁଟ ସଂସଦୀୟ କ୍ଷେତ୍ରର ୪ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ରୁ ୫ଟା ଯାଏଁ ଭୋଟ୍ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ଟାରୁ ୫ଟା ଯାଏଁ ମତଦାନ । ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ୭ଟାରୁ ୪ଟା ଯାଏଁ ଭୋଟ୍ ଗ୍ରହଣ । କେବଳ ଜୟପୁରରେ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ ।
ମତଦାନ ନେଇ ସମୟ ନିର୍ଘଣ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







