କୃଷ୍ଣପ୍ରସାଦ: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକିଲା ଡଙ୍ଗା । ଡଙ୍ଗାରେ ୫୦ରୁ ଉଦ୍ଧ୍ୱର୍ ଲୋକ ପ୍ରାୟ ୧୬ଟି ବାଇକ ରହିଛି । ସାତପଡାରୁ ଡହ୍ନିକୁଦା ଆସୁଥିଲା ।ଜହ୍ନିକୁନାରୁ ଯାତ୍ରୀ ମାନଙ୍କୁ ନେଇ ଡଙ୍ଗାଟି ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏବେ ବି ଡଙ୍ଗାଟି ଚିଲିକା ମଝିରେ ଫସିରହିଛି।
Views: 39