ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ଦେବଦେବୀଙ୍କୁ ସମର୍ପିତ। ଏହି କ୍ରମରେ ମଙ୍ଗଳବାର ହେଉଛି ହନୁମାନଙ୍କ ଦିନ। ହନୁମାନଙ୍କୁ ସ୍ମରଣ କରି ମଙ୍ଗଳବାର ଯଦି କିଛି ଉପାୟ କରାଯାଏ, ତେବେ ଋଣ ବୋଝରୁ ମୁକ୍ତି ମିଳିଥାଏ।
ମଙ୍ଗଳବାରରେ ହନୁମାନଙ୍କୁ ୧୧ଟି ଅଶ୍ବତ୍ଥ ପତ୍ରରେ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଋଣ ଭାର କମ୍ ହୁଏ।
ଏହିଦିନ ଲକ୍ଷ୍ମୀପୂଜା କଲେ ବି କରଜରୁ ମୁକ୍ତି ମିଳିଥାଏ। ଏହା ସହ ଧନ ବି ବୃଦ୍ଧି ହୁଏ।
କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦାନ କରିବା ଦରକାର। ମଙ୍ଗଳବାର ଦିନ ଧନ, ଅନ୍ନ, ବସ୍ତ୍ର ଆଦି ଦାନ କରିବା ଦ୍ବାରା ଋଣରୁ ଶୀଘ୍ର ମୁକ୍ତି ମିଳିଥାଏ। ତେବେ ଦାନ କରିବା ସମୟରେ ହନୁମାନଙ୍କୁ ଅବଶ୍ୟ ସ୍ମରଣ କରିବା ଉଚିତ।
ସେହିପରି କରଜରୁ ମୁକ୍ତି ପାଇଁ ମଙ୍ଗଳବାରରେ ‘ଓଁ ହନୁମତେ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଧନ ଅଭାବ ରହେ ନାହିଁ ଏବଂ ଲକ୍ଷ୍ମୀ ବାସ କରନ୍ତି।
ମଙ୍ଗଳବାର ଦିନ ହନୁମାନଙ୍କ ସାମ୍ନାରେ ବସି ତାଙ୍କର ଧ୍ୟାନ କରି ହନୁମାନ ସ୍ତୋତ୍ର ପାଠ କରିବା ଦରକାର।
ମଙ୍ଗଳବାର ହନୁମାନଙ୍କ ଦିନରେ କରନ୍ତୁ ଏହି କାମ, ମିଳିବ କରଜରୁ ମୁକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











