The Ultimate Managed Hosting Platform
ADVERTISEMENT

ମଙ୍ଗଳବାର ହନୁମାନଙ୍କ ଦିନରେ କରନ୍ତୁ ଏହି କାମ, ମିଳିବ କରଜରୁ ମୁକ୍ତି

Facebook
Twitter
LinkedIn

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ଦେବଦେବୀଙ୍କୁ ସମର୍ପିତ। ଏହି କ୍ରମରେ ମଙ୍ଗଳବାର ହେଉଛି ହନୁମାନଙ୍କ ଦିନ। ହନୁମାନଙ୍କୁ ସ୍ମରଣ କରି ମଙ୍ଗଳବାର ଯଦି କିଛି ଉପାୟ କରାଯାଏ, ତେବେ ଋଣ ବୋଝରୁ ମୁକ୍ତି ମିଳିଥାଏ।
ମଙ୍ଗଳବାରରେ ହନୁମାନଙ୍କୁ ୧୧ଟି ଅଶ୍ବତ୍ଥ ପତ୍ରରେ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଋଣ ଭାର କମ୍ ହୁଏ।
ଏହିଦିନ ଲକ୍ଷ୍ମୀପୂଜା କଲେ ବି କରଜରୁ ମୁକ୍ତି ମିଳିଥାଏ। ଏହା ସହ ଧନ ବି ବୃଦ୍ଧି ହୁଏ।
କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦାନ କରିବା ଦରକାର। ମଙ୍ଗଳବାର ଦିନ ଧନ, ଅନ୍ନ, ବସ୍ତ୍ର ଆଦି ଦାନ କରିବା ଦ୍ବାରା ଋଣରୁ ଶୀଘ୍ର ମୁକ୍ତି ମିଳିଥାଏ। ତେବେ ଦାନ କରିବା ସମୟରେ ହନୁମାନଙ୍କୁ ଅବଶ୍ୟ ସ୍ମରଣ କରିବା ଉଚିତ।
ସେହିପରି କରଜରୁ ମୁକ୍ତି ପାଇଁ ମଙ୍ଗଳବାରରେ ‘ଓଁ ହନୁମତେ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଧନ ଅଭାବ ରହେ ନାହିଁ ଏବଂ ଲକ୍ଷ୍ମୀ ବାସ କରନ୍ତି।
ମଙ୍ଗଳବାର ଦିନ ହନୁମାନଙ୍କ ସାମ୍ନାରେ ବସି ତାଙ୍କର ଧ୍ୟାନ କରି ହନୁମାନ ସ୍ତୋତ୍ର ପାଠ କରିବା ଦରକାର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login