The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ମିଆଁମାର

Facebook
Twitter
LinkedIn

ମିଆଁମାର : ମିଆଁମାରରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୪.୪ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଏହା ପୂର୍ବରୁ ୧୩ ଡିସେମ୍ବରରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୧୫ କିଲୋମିଟର ଗଭୀରତାରେ ଥିଲା । ଏନସିଏସ ସୂଚନାନୁସାରେ ମିଆଁମାରରେ ୩.୮ ତୀବ୍ରତାର ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ୧୧ ଡିସେମ୍ବରର ହୋଇଥିଲା ବୋଲି ଜଣାପଡିଛି । ମିଆଁମାର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଥିବାରୁ ସୁନାମୀ ହେବାର ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login