The Ultimate Managed Hosting Platform
ADVERTISEMENT

ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନରେ ୪.୦୬ ତୀବ୍ରତା ଭୂକମ୍ପ ଅନୁଭୂତ। ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି । ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁସାରେ ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଭୂକମ୍ପ ହୋଇଥିଲା । ଧୀର ଭୂକମ୍ପ ଗଭୀର ଭୂକମ୍ପ ତୂଳନାରେ ଅଧିକ କ୍ଷତି କରିଥାଏ । ୧୦ କିଲୋମିଟର ଗଭୀରତା ଭୂକମ୍ପ ଅଧିକ ପ୍ରଭାବିତ ହୋଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login