ଭୁବନେଶ୍ୱର : ଭୁବନେଶ୍ୱରରେ ସିବିଆଇ ଅତିରିକ୍ତ ନିଦେ୍ର୍ଦଶକ ମନୋଜ ଶଶିଧର । ସିବିଆଇ ଅତିରିକ୍ତ ନିଦେ୍ର୍ଦଶକଙ୍କ ଓଡିଶା ଗସ୍ତର କାରଣ ଅସ୍ପଷ୍ଟ । ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବେପାରୀଙ୍କ ଠାରୁ ଆଇଟି ବିଭାଗ ଜବତ କରିଥିବା ବିପୁଳ ପରିମାଣର ଟଙ୍କା ଲିଙ୍କରେ ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଦେଶୀ ମଦ ସଂସ୍ଥାରୁ ଜବତ କରିଥିବା ୩୫୧ କୋଟି ଟଙ୍କା ଅଘୋଷିତ ବୋଲି ଆଇଟି କହିବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ନେଇ ଆସିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Views: 75