The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ଅଗ୍ନିକାଣ୍ଡ

Facebook
Twitter
LinkedIn

ଭୁବନେଶ୍ବର: ଭୁବନେଶ୍ୱରରେ ଅଗ୍ନିକାଣ୍ଡ। ସହିଦନଗର ଭବାନୀ ମଲ୍ ନିକଟରେ ଅଗ୍ନିକାଣ୍ଡ। ମଲ୍ ନିକଟରେ ଥିବା ଏକ ବାରରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ବାରରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଭିତରେ ପ୍ରବଳ ଧୂଆଁ ଥିବାରୁ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି। ବାର୍ ଭିତରେ କିଛି ଲୋକ ଫସିରହିଥିଲେ । ଅଗ୍ନିଶମ ବାହିନୀ କାନ୍ଥ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login