The Ultimate Managed Hosting Platform
ADVERTISEMENT

ଭିତରକନିକାରେ ପକ୍ଷୀ ଗଣନା

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ଟାରୁ ଦିନ ୧ଟା ଯାଏଁ ୫ଟି ରେଞ୍ଜରେ ପକ୍ଷୀ ଗଣନା । ଗଣନାରେ ସାମିଲ ହୋଇଛନ୍ତି ୧୮ଟି ଟିମ୍ । ପ୍ରତି ଟିମରେ ୪ରୁ ୫ କର୍ମଚାରୀ ସାମିଲ । ଗହିରମଥା, କନିକା, ରାଜନଗର, କୁଜଙ୍ଗ, ମହାକାଳପଡା ରେଞ୍ଜରେ ଗଣନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login