ଆଳି : ଲାଞ୍ଚ ନେବା ବେଳେ ଧରା ପଡିଲେ ସମବାୟ ସମିତି ସଂପାଦକ । ଭିଜିଲାନ୍ସ ଜାଲରେ ମହୁ ପ୍ରାଥମିକ କୃଷି ସମବାୟ ସମିତି ସଂପାଦକ । ଲାଞ୍ଚ ନେବାବେଳେ ସଂପାଦକ ଧୀରେନ୍ଦ୍ର ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ । ରୁମ କରାଇଦେବାକୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ । ଏ ନେଇ ଭିଜିଲାନ୍ସ ଅଧିକ ଖୋଳତାଡ ଆରମ୍ଭ କରିଛି ।
Views: 85