The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

Facebook
Twitter
LinkedIn

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଦ୍ମପୁର ଦହିତା ରାଜସ୍ୱ ନିରୀକ୍ଷକ । ଲାଞ୍ଚ ନେବା ବେଳେ ଧରାପଡିଲେ ଦାମୋଦର ସୁନା । ସ୍କେଚ ମ୍ୟାପ ତିଆରି କରିବା ପାଇଁ ନେଉଥିଲେ ଲାଞ୍ଚ । ମଣ୍ଡୋମହୁଲ ଗାଁର ୧୧ ଜଣ ହିତାଧିକାରୀଙ୍କଠାରୁ ନେଉଥିଲେ ଲାଞ୍ଚ । ୩,୩୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବରଗଡ ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login