ଭବାନୀପାଟଣା : ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକର । ଭବାନୀପାଟଣା ସେ ଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବରାଞ୍ଚରେ କାର୍ଯ୍ୟରତ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ନୂଆପଡାର ୩ଟି ସ୍ଥାନରେ ଓ କୋମନା ସ୍ଥିତ ବ୍ରାଞ୍ଚରେ ଚଢାଉ । ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ୩ ଜଣ ଡ଼ିଏସପି, ୩ ଜଣ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ କରୁଛି ଯାଞ୍ଚ।
Views: 86