The Ultimate Managed Hosting Platform
ADVERTISEMENT

ଭିକ୍ଷୁକଙ୍କ ପିଟିପିଟି ଜୀବନ ନେଇଗଲେ

Facebook
Twitter
LinkedIn

ଭଞ୍ଜନଗର : ଭିକ୍ଷୁକ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ହତ୍ୟା । ସୋରଡା ଗୋଚ୍ଛା ପଞ୍ଚାୟତ ସ୍ୱର୍ଗଦ୍ୱାର ଗାଁରେ ହତ୍ୟାକାଣ୍ଡ । ମୃତକ ଜଣକ ସିଙ୍ଗିପୁର ଗାଁର ଶିଶିର ମୁନୀ ହୋଇଥିବା ସୂଚନା । ୨ ଜଣ ପିଟିପିଟି ଜୀବନ ନେଇଥିବା ସୂଚନା ରହିଛି । ସୂଚନା ମୁତାବକ ଗତ କାଲି ରାତ୍ର ସମୟରେ କିଛି ଦୁବୃର୍ତ୍ତ ଅତ୍ୟଧିକ ମଦ୍ୟ ପାନ କରି ନିଶାରେ ଭିକାରୀ ଜଣଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ଆଜି ଭୋର୍ ସକାଳ ସମୟରେ ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତଶରୀ କୁ ଜବତ କରିବା ସହ ଏହି ଘଟଣା ସମ୍ବନ୍ଧରେ ଦୁଇ ଜଣଙ୍କୁ ଥାନାରେ ରଖି ପଚରା ଉଚରା କରୁଥିବାର ସୂଚନା ମିଳୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login