The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ଗଛରେ ପିଟିଲା ପିକ୍ଅପ୍, ୨ ଗୁରୁତର

Facebook
Twitter
LinkedIn

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ଠାରେ ଏକ ମାକ୍ସ ପିକ୍ଅପ୍ ଭାରସାମ୍ୟ ରାସ୍ତାକଡ଼ର ଗଛରେ ପିଟି ହେବାରୁ ଏଥିରେ ଥିବା ଡ୍ରାଇଭର ଓ ସହାୟକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଏକ ମାକ୍ସ ପିକଅପ୍ ଷ୍ଟିଲ କଂସାବାସନ ସାମଗ୍ରୀ ନେଇ ଭୁବନେଶ୍ୱର ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ରାତ୍ରି ୨ଟା ପରେ ଏକ ଗଛରେ ବାଡେଇ ହୋଇ ଯାଇଥିଲା। ଗାଡ଼ିରେ ଥିବା ଡ୍ରାଇଭର ସଂଗ୍ରାମ ମହାପାତ୍ର ଓ ସହାୟକ ବିଜୟ ଲେଙ୍କା ଗୁରୁତର ଆହତ ହୋଇଥିଲେ। ସାଙ୍ଗେ ସଙ୍ଗେ ସେମାନଙ୍କୁ ଦମକଳ ବାହିନୀ ଉଦ୍ଧାର କରି ବୌଦ୍ଧ ମେଡିକାଲ ପହଞ୍ଚାଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login