କଟକ : ଓଲଟିଲା ଅଟୋ, ମହିଳା ମୃତ । ୪ ଗୁରୁତର ଆହତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । କଟକ ବିରିବାଟିରୁ କଟକକୁ ଆସିବା ସମୟରେ ଅଟୋଟି ଅର୍ଥଙ୍ଗାଗଡା଼ଠାରେ ଭାରସାମ୍ୟ ହରାଇ ଓଲଟିପିଡିଥିଲା । ଅଟୋରେ ୩ଜଣ ପୁରୁଷ ଓ ୨ଜଣ ମହିଳା ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ।
Views: 73











