ଜଳେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ଭାଇ ସାଜିଲା ଭଗାରୀ । ଭାଇର ଜୀବନ ନେଇଗଲା ଭାଇ । ଭୋଗରାଇ ଥାନା ମାନକୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ଆକ୍ରମଣ କରିଥିବା ସୂଚନା ରହିଛି । ଗୁରୁତର ଅବସ୍ଥାରେ ବଡଭାଇର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସର ଛାନଭିନ ଆରମ୍ଭ ହୋଇଛି । ଅନ୍ୟପଟେ ସାନ ଭାଇକୁ ଅଟକ ରଖିଛି ପୋଲିସ ।
Views: 76











