ପୋଲସରା : ସାନ ଭାଇକୁ ଖତ୍ପାରେ ହାଣି ମାରିଲା ମଝିଆ ଭାଇ । ସହଯୋଗୀଙ୍କ ସହ ମିଶି ଗାଁ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲା । କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହରୁ ହତ୍ୟାକାଣ୍ଡ , ଅଭିଯୁକ୍ତ ଅଟକ । ଏନେ ସୂଚନା ଦେଇଛନ୍ତି ଥାନାଧିକାରୀ। ମୃତକ ସାନଭାଇଙ୍କ ନାଁ କାଳୁ ନାହାକ ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 88