The Ultimate Managed Hosting Platform
ADVERTISEMENT

ବୟାନବାଜି କ୍ଷତି ପହଁଚାଇଲା : ସାଲୁଜା

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା । ଦଳ ବିରୋଧୀ ବୟାନବାଜି ଦଳକୁ କ୍ଷତି ପହଁଚାଇଲା । ଅଶୋକ ମିଶ୍ର ଓ ତରୁଣ ପାଣ୍ଡେଙ୍କ ଅଭିଯୋଗରେ ସତ ଅଛି । ଦଳର ବରିଷ୍ଠ ନେତା ଅସଜଡା କଂଗ୍ରେସ କହିଥିଲେ । ଏହି ନେତାଙ୍କ ଉପରେ କା ର୍ଯ୍ୟାନୁଷ୍ଠାନ ହେବା ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login